Find the Best Odisa Shayari, Status, Quotes from top creators only on Nojoto App. Also find trending photos & videos aboutindia 3rd odi with england, india squad for england odi and t20, india vs south africa head to head in odi, sachin tendulkar total runs in odi and test matches, sachin tendulkar total runs in odi and test,
Mohit
सफर अधूरा रह गया और जिंदगी पूरी हो गई। RIP TRAIN PASSENGERS ©Mohit #odisa train haadsa bhagwan Shanti de
#Odisa train haadsa bhagwan Shanti de
read moreRajpradhan
ଏ ଦେହରେ ରହି, ଦେହକୁ କେମିତି ଜାଣିବି ? ଦେହକୁ ମାନିଚି ନିଜର, ସବୁ ଜାଣି ଶୁଣି ପୁଣୀ ବୁଲି ଯାଏ ,କେମିତିକରିବି ବିଚାର ? ମନ ତ ହୋଇଛି ଦେହର ଚାକର ! ପଙ୍କରେ ଜନ୍ମହୋଇ, ମୁଁ ସ୍ଵଭାବ ମୋର କଇଁଫୁଲର.. ପଙ୍କ ପ୍ରକୃତି କୁ ମାନୁଚି ନିଜର , କେମିତି ହୋଇବି ପଦ୍ମନାଭ ର... କାନ ଖଜୁଅଛି ଗୋବିନ୍ଦ ବାଣୀ ମୋର, ପାଟି ମାଗୁଅଛି ସ୍ଵାଦ, ଆଖି ଖୋଜୁଅଛି ମାୟା ମୋହିନିକି, କେମିତି ପାଇବି ମାୟାଧର ! ରାମର ଭଜନ କେମିତି କରିବି, ସ୍ତ୍ରୀ କୁ ମାନିଚି ପ୍ରେମିକା ଦେହର ବୃତ୍ତି ପ୍ରେମ ଭାବୁଚି, କେମିତି ପାଇବି ପ୍ରଭୁ ପ୍ରେମଟା ? ହନୁମାନ ହୋଇମୁଁ ଭୁଲିଛି ଆଜିମୁ ନିଜର ଶକ୍ତି, ଜାମ୍ବନ୍ତ୍ ମୋର ପାଖରେ ନାହାଁନ୍ତି ଏକା କାନ୍ଦୁଅଛି ବସି, ମନ କୁ ସାଧନ କଲେ ପାଇ ଯିବି, ମୁକ୍ତିର ଦୁଆର ଭାଇ... କଣ୍ଟାତ ରହିବ ଏହି ଜୀବନରେ, ମୁଁହେବି ଗୋଲାପ ପରି, ମନର କଥାକୁ କଲମ ରେ ଲେଖେ, ମନ ଭୁଲିଯିବ ବୋଲି ମୋଲେଖା ରେ ଭୁଲ୍ ଥିଲେ, ତମେ ଭୁଲି ଯିବା ଭାଈ ! -କାହ୍ନୁ ଚରଣ ପ୍ରଧାନ ବ୍ରହ୍ମପୁର, ଓଡିଶା #odisa #brmapura#odia#kanhu Charan prdhan
Rajpradhan
ମାୟା ମହୋ ଏଇଟି ସଭିକୁ ଧରିଚି, ସବୁ କରୁଚନ୍ତି ମନଇଛା । ମାୟା ପାଖକୁ ସବୁ ଚାଲିଗଲେ, ପ୍ରଭୁ ବାସିଛନ୍ତି ଏକା । ଭବ ସଂସାରରେ ସବୁ ବୁଡ଼ି ଗଲେ, ଭୁଲି ଗଲେ ନିଜ ଧର୍ମକଥା । ମାୟାର କଥାରେ ସବୁ ଚାଲୁଛନ୍ତି, ଭୁଲି ଗଲେ କୃଷ୍ଣ କଥା । ସାଧୁ ୠଷି ମୁନି ଗ୍ରାମଛାଡ଼ି ଗଲେ , ଗ୍ରାମେ ସବୁ ଏବେ ରଜା । ଆତ୍ମା କାନ୍ଧୁ ଅଛି ପରମାତ୍ମା ପାଇଁ , ମନ ଝୁରେ ମାୟା କଥା। ଧନ ସଞ୍ଚୟରେ ଜୀବନ ବିତିଲା , ଏବେ ଆଶିଛି କାଳ ରଜା । କାହ୍ନୁ ଖୋଜୁଅଛି ଗୁରୁଙ୍କୁ ଆଜି, ପ୍ରଭୁ ଦିଅନ୍ତି ନାହିଁ ଦେଖା । -କାହ୍ନୁ ଚରଣ ପ୍ରଧାନ ✍️.. ବ୍ରହ୍ମପୁର ଓଡିଶା #thirdquote#odisa
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited