ମାୟା ମହୋ ଏଇଟି ସଭିକୁ ଧରିଚି, ସବୁ କରୁଚନ୍ତି ମନଇଛା । ମାୟା ପାଖକୁ ସବୁ ଚାଲିଗଲେ, ପ୍ରଭୁ ବାସିଛନ୍ତି ଏକା । ଭବ ସଂସାରରେ ସବୁ ବୁଡ଼ି ଗଲେ, ଭୁଲି ଗଲେ ନିଜ ଧର୍ମକଥା । ମାୟାର କଥାରେ ସବୁ ଚାଲୁଛନ୍ତି, ଭୁଲି ଗଲେ କୃଷ୍ଣ କଥା । ସାଧୁ ୠଷି ମୁନି ଗ୍ରାମଛାଡ଼ି ଗଲେ , ଗ୍ରାମେ ସବୁ ଏବେ ରଜା । ଆତ୍ମା କାନ୍ଧୁ ଅଛି ପରମାତ୍ମା ପାଇଁ , ମନ ଝୁରେ ମାୟା କଥା। ଧନ ସଞ୍ଚୟରେ ଜୀବନ ବିତିଲା , ଏବେ ଆଶିଛି କାଳ ରଜା । କାହ୍ନୁ ଖୋଜୁଅଛି ଗୁରୁଙ୍କୁ ଆଜି, ପ୍ରଭୁ ଦିଅନ୍ତି ନାହିଁ ଦେଖା । -କାହ୍ନୁ ଚରଣ ପ୍ରଧାନ ✍️.. ବ୍ରହ୍ମପୁର ଓଡିଶା #thirdquote#odisa