Find the Best subhu Shayari, Status, Quotes from top creators only on Nojoto App. Also find trending photos & videos aboutsubhuman meaning in hindi, subhuman meaning in marathi, subhuman meaning, subhuman conditions, subhu,
Subhalaxmi Behera
"ନାରୀ" ନାରୀ ! ' ନ ' ର ଅର୍ଥ ନିଷ୍କଳଙ୍କ ପ୍ରତିମା, ' ର ' ର ଅର୍ଥ ରୂପେ ନିରୂପମା। ନାରୀ ନୁହେଁ ଅବଳା, ଦୁର୍ବଳା, ଦୃଢ଼ ନାୟିକା ର ସେ ଶ୍ରେଷ୍ଠ ପ୍ରଚ୍ଛଦପଟ, ଅଧିକାର କ୍ଷୁର୍ଣ୍ଣ ସ୍ଥଳେ, ବାଗ୍ଦେବୀ ବୀଣା ପରିହାରି, ଦୁର୍ଗା ରୂପେ ତ୍ରିଶୂଳ ଧାରଣ କରି, ଦୂରୀଭୂତ କରେ ସଙ୍କଟ। କେବେ ଲକ୍ଷ୍ମୀଙ୍କ ପରି ସରଳ ନିଷ୍କପଟ, କେବେ ପୁଣି, ଶ୍ୟାମା କାଳୀ ଙ୍କ, ରୁକ୍ଷ, ପ୍ରଚଣ୍ଡତା ରେ ଅନ୍ତର୍ନିହିତ ଦିଗବିଜୟୀ ସମ୍ରାଟ। ସେ କଣ ଲୋଡିବ ଆଶ୍ରା, ଯିଏ ଆଶ୍ରା ପ୍ରଦାୟିନି, କୋଳ ମଧ୍ୟେ ସନ୍ତାନ ଜନ୍ମ ଦେଇ ସାଜେ ଯେ ବୀର ପ୍ରସବିନି। ପ୍ରସବ ବେଦନା କୁ ଯେ ସହ୍ୟ କରେ, ନ କରି କୌଣସି ହେଳା, କେଉଁ ପୁରୁଷ ସମାଜ କେବେ ହେଁ ବୁଡାଇ ପାଇବା ସେହି ମହନୀୟା ର ଭେଳା। ହଁ ମାନୁଛି, ଯୁଗେ ଯୁଗେ ନାରୀ ପତିବ୍ରତା, ପତି ଗୃହ, ପିତା ଗୃହ ଅଧିକୃତା ବୋଲି, ସେ କାଳେ ଦୁହିତା। ପ୍ରଥମେ ପ୍ରଥମେ ସବୁ ସହି ଯାଏ ସେ ମୁଣ୍ଡ ପୋତି, ହେଲେ ସେ ବି ଜାଣିଛି ସ୍ୱର ଉତ୍ତୋଳନକରିବା, ହେୟ ନ ମଣିବା ତାର ସ୍ଥିତି। ଆବହମାନ କାଳରୁ ଆଜି ଯାଏ, ନାରୀ ଲଢ଼ୁଆ, ସେ କାଳେ ଦୁର୍ଗା, କାଳୀ ଅଶୀ ଚାଳକ ଥିଲେ, ଏବେ ନାରୀ ସାଗର ଲଂଘୀ, ନଭ କୁ ଛୁଇଁ, ଦୂର କରେ ସବୁ ଅଡ଼ୁଆ। ନାରୀ କେବଳ ଲୋଡ଼େ, ନିଜ ଉପରେ ଆତ୍ମବିଶ୍ବାସ, ସେହି ବିଶ୍ୱାସ କୁ ପାଥେୟ କରି, ବଞ୍ଚି ପାରେ ସେ, ଥିବା ଯାଏ ତାର ଶେଷ ନିଃଶ୍ୱାସ। ଶୁଭ ଲକ୍ଷ୍ମୀ ବେହେରା ସାଲେପୁର, କଟକ ଗୁରୁ ଛାତ୍ରୀ #womenempowerment #subhu #giverespectforeverywoman #LookingDeep
Subhalaxmi Behera
ପ୍ରେମ ପଞ୍ଚାମୃତ, ନୀତି ଚରିତାର୍ଥ, ଶ୍ରୀଅଙ୍ଗ ଶ୍ୟାମଳ ବର୍ଣ୍ଣାନି ଶୋଭେ, ମୁରଲୀ ଧାରି, ଦୁଃଖ ହାରି ତୁମେ, ତୁମରି ନାମ ଟି ଶ୍ରେଷ୍ଠ ବୈଭବେ। ପବିତ୍ର ଜନ୍ମାଷ୍ଟମୀ ର ଶୁଭେଚ୍ଛା........ ଶୁଭ ଲକ୍ଷ୍ମୀ ବେହେରା #subhu #Janamashtmi2020
Subhalaxmi Behera
Sometimes being silent can show you many things.... #subhu #Reality #solotraveller
#subhu #Reality #solotraveller
read moreYogesh padole
Akela rahana acha hai bajaye unke sath rahne ke jine tumari kadra nahi .... subhu.... #footsteps #subhu
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited