Find the Best farmers_festival Shayari, Status, Quotes from top creators only on Nojoto App. Also find trending photos & videos aboutlove farmers markets, narendra modi with farmers, poem on farmers life in hindi, quotes on indian farmers in hindi, quotes on farmers in hindi,
Papu
ଛୁଆ ହଉ କି ବୁଢା ହଉ, କି ହେଇଥଉ ସେ ଜୁଆନ୍ ଆମର୍ ତିହାର୍ ମନାମା ସଭେ ମିଶି କରି ସାନ୍ ସିଆନ୍ ମାଁ-ବୁଆ, କକା-କାକୀ, ବବା-ବଡ଼ି ଆର୍ ଆମର୍ ଅଜା-ଆଈ ରାଗ୍ ରିଷା ଭୁଲି ହଁସି ଖୁସି କରି ସଭେ ମନାମା "ନୂଆଁଖାଇ" ଧନୀ ଗରିବ୍ ଏକାସାରି ସଭେ ଗୁଟେ ଠାନେ ଗୁଟେ ମାଟି ଭାଇଚାରା ସାଙ୍ଗେ ଭାବର୍ ପୀରତି ଗାଁ ଥିଁ ଦେମା ନ ବାଆଁଟି ମହାନଦୀର୍ ପାଏନ୍ ଝରୁଥାଉ ଇନ, ନାଇଁ ରହୁ ମରୁଡ଼ିର୍ ଲଟ୍ କନା ସବୁ ପେଟ୍ କେ ଆହାର୍ ମିଲୁ, ଭାତ୍ ହାଁଣି କେଭେଁ ନାଇଁ ହଉ ଉନା ସମଲେଇ ମାଁ ଠାନେ ଖାଲି କରୁଛେଁ ଗୁହାରି, କେଭେ ନାଇଁ ହଉ ଚାଷୀର୍ ହାର୍ ଭୁଦୋ ମାସର୍ ପରବ୍ ଆମର୍, ସମକୁ ମୋର୍ "ନୂଆଁଖାଇ ଜୁହାର୍" #ନୁଆଖାଇ_ଜୁହାର୍ #ଚାଷୀର୍_ପରବ୍ #farmers_festival #NUAKHAI #culture_of_Western_Odisha #nojotoodia #nojoto
#ନୁଆଖାଇ_ଜୁହାର୍ #ଚାଷୀର୍_ପରବ୍ #farmers_festival #NUAKHAI #culture_of_Western_Odisha #nojotoodia nojoto
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited