Nojoto: Largest Storytelling Platform

Best friendship_vs_love Shayari, Status, Quotes, Stories

Find the Best friendship_vs_love Shayari, Status, Quotes from top creators only on Nojoto App. Also find trending photos & videos aboutfriendship and love and.anger ralated punjabi shayri with pivture 0, good thought for love and friendship, love is like a friendship caught on fire, friendship quotes in hindi with images, friendship images with quotes for whatsapp,

  • 1 Followers
  • 1 Stories

Soumya Ranjan Mishra

ଇଟା କାଣା ଠିକ୍ କଲା ସେ ପିଲା?

ପାଠ୍ ପଢ଼ା ଗାଲି ମାଡ଼୍ ସବୁଠାନେ ସାଙ୍ଗ୍ ସର୍ସା
ଭଲ୍ ବୁଧି କେ ବଁଧା ଦେଇ ଛଡେଇ ନେଲା ଭର୍ଷା
କେତେ କଥା କହୁଥିଲା ହେଲେଁ ଇ କଥା ନାଇଁ କହେଲା
କାହାର୍ ଠାନେ କେତେ ଦିନୁଁ ତାର୍ ହୁରୁଦ୍ ରଖିଥିଲା
ମାଁ ବୁଆ ଗାଁ ଭୁଲି ନିଜର୍ ଜୀବନ୍ ନେଲା
ପ୍ରେମ୍ ଲହର୍ ରାସ୍ତା ମାପି ଖନ୍ କେ ଲିଭିଗଲା...

ଉସଧ୍ ହେସନ୍ ଜୁଆନ୍ ବେଲେ ଲାଗଲେ ପ୍ରେମ୍ ନିଶା
ସବୁ ପିଲା ଟୁକେଲ୍ ଦିନେ ଭୁଲିଯାଏସନ୍ ଦିଶା
କାହାର୍ ଭାଗେ କେତେ ଲାଭ୍ ବିଧାତା କେ ଜନା
ନାଇଁ ବୁଝଲା ମୁନୂଷ୍ ସଧେଁ ହେଉଛେ ବାଟ୍ ବନା
ପାଠ୍ ସାଠ୍ ପଢ଼ି ସଦେ ଘର୍ କେ ଚଲଉ ଥିଲା
କରମ୍ ଧରମ୍ ସବୁ ଭୁଲି ସର୍ମେ ଲୁକିଦେଲା... #love #lovequotes #lifequotes #friendship_vs_love #yqsambalpuri #rip

Follow us on social media:

For Best Experience, Download Nojoto

Home
Explore
Events
Notification
Profile