Find the Best odialove Shayari, Status, Quotes from top creators only on Nojoto App. Also find trending photos & videos aboutodia love shayari, love shayari odia, love express odia song, odia shayari, odia sad song,
tike hose tike joke
😊 ଗର୍ଲଫ୍ରେଣ୍ଡ ନାଇ ୱାଇଫ ଦରକାର ©tike hose tike joke #KiaraSid #ଓଡ଼ିଆrapidfire #odia #odiawritings #nojato #odiasayari #odialove #Couple #New #viral
#KiaraSid #ଓଡ଼ିଆrapidfire #odia #odiawritings #nojato #odiasayari #odialove #Couple #New #viral
read moreSunita Sahoo
ତୁମେ ସେଇ ଦୂର ଆକାଶ ର ଜହ୍ନ ପରି #Own_Voice #owncreation #odianojoto #Odiaquotes #odia #Odisha #odialove
read moreSubhasish Pradhan
ସାମାନ୍ୟ, ଅସାମାନ୍ୟ, ସାଧାରଣ, ଅସାଧାରଣ, ଆଶା, ନିରାଶା, ଗତିଶୀଳ ଜୀବନର ରାସ୍ତାରେ ଗୋଟାଏ ଗୋଟାଏ ହମ୍ସ ଭଳି। #ଜୀବନ #ଜୀବନଦୋଛକି #ରାସ୍ତା #yqodia #yqbhaina #munodia #odiawritings #odialove
#ଜୀବନ #ଜୀବନଦୋଛକି #ରାସ୍ତା #yqodia #Yqbhaina #munodia #odiawritings #odialove
read moreRajguru
ଜହ୍ନ ଖୋଜେ ରାତିକୁ ନିଦ ଖୋଜେ ସ୍ୱପ୍ନକୁ ମୁଁ ଖୋଜେ ତୁମକୁ !! ଫଗୁ ଝୁରେ ଫଗୁଣକୁ କଇଁ ଝୁରେ ଜୋଛନାକୁ ମୁଁ ଝୁରେ ତୁମକୁ !! ©Rajguru ମୁଁ ଖୋଜେ ତୁମକୁ #odianojoto #odiapoem #odialove #odiakabita Imtiaz Imtiaz sanjay sanjay sk manjur kiran kee kalam se priyanka
ମୁଁ ଖୋଜେ ତୁମକୁ #odianojoto #odiapoem #odialove #odiakabita Imtiaz Imtiaz sanjay sanjay sk manjur kiran kee kalam se priyanka
read morePM Shayari
ଅଶାନ୍ତ ସହର ଶାନ୍ତ ହେଲାପରେ ଭୟଙ୍କର ଏହି ରାତି ହୃଦୟ ଭିତରେ କାଳବୈଶାଖୀ ଇଏ କାହା ଅନୁପସ୍ଥିତି ? ତରଙ୍ଗ ଯେପରି ଆକସ୍ମିକ ଭାବେ ଧ୍ୱଂସ ବିଭୀଷିକା ସାଜେ ତୁମ ତମୋମୟ ପ୍ରଣୟ ପ୍ରଭାରେ ହୃଦୟ ଖଦ୍ୟୋତ ଖୋଜେ ଉଷାନିଶା ଏବେ ଏକାକାର ଲାଗେ ଦେହ'ତ ପଡ଼ିଛି ବନ୍ଦୀ ମନ'ତ ମୁକୁଳା ମୁକ୍ତ ପତତ୍ରୀ ଖୋଜୁଛି ମଳିନ ସନ୍ଧି କୁମେରୁ ସୁମେରୁ ଅତିକ୍ରମ କରି ଅସ୍ତବ୍ୟସ୍ତ କରିଦିଏ ଯିଏ ଦେଇଥିଲେ ଅସଲ ମୁହୂର୍ତ୍ତ ମିଳନ୍ତେକି ଆଜି ସିଏ #odiashayari#odialove#odiapoem
#odiashayari#odialove#odiapoem
read moreUdaya Kumar panda
......One side love..... ଭଲପାଇବାକୁ ମୋର ତୁମେ ସ୍ବୀକାର କରି ନ ପାର। ପ୍ରେମ କରୁଛି ତୁମକୁ ସ୍ବାର୍ଥ କିଛି ନାହିଁ ମୋର। ସବୁଦିନ ପାଇଁ ଯାଇପାରେ ରହି ପ୍ରେମ ମୋର one side.... ଜୀବନ ମୁଁ ଦେଇପାରେ ତୁମପାଇଁ plz belive me... ଆଜି ମୋତେ ବୁଝୁନାହଁ ଭାବୁଥିବ ଦିନେ। ଅନୁତାପ କରି ମୋତେ ଝୁରୁଥିବ ଦିନେ। ଅପେକ୍ଷାରେ ରହିଯିବି ତୁମର ଏ ଜୀବନେ। କାଳେ କେବେ ଫେରିବ ପ୍ରେମକୁ ମୋ ବୁଝିବ ଦିନେ। ନ ଫେରିଲେ ଦୁଖ ନାହିଁ ତୁମକୁ ଭୁଲିବି ନାହିଁ। ହ୍ରୁଦୟର ଶୂନ୍ଯତାରେ ରଖିଛି ମୁଁ ତୁମକୁ। ରହିଥିବି ସେତେଦିନ ବଞ୍ଚିଛି ମୁ ଯେତେ ଦିନ। ତୁମେ ଅଛ ମୋ ସାଥିରେ ଭାବି ପ୍ରତିକ୍ଷଣ। ଖୁସିରେ ମୁଁ କାଟିଦେବି ସବୁ ରାତି ସବୁ ଦିନ। poem - one side love poet- Udaya Kumar panda #odisha #odiapoem #odialove #lovesad