Find the Best folksong Shayari, Status, Quotes from top creators only on Nojoto App. Also find trending photos & videos aboutlean with it dab with it hit the folks, folk tales with morals, best bio for instagram to get followers, which of the following is not an operating system, iron and folic acid tablets ip uses in hindi,
Pranay Kumar Sahu
ବାପା -ଏ ଧନ ଝିଅର ବୟସ ଯାଉଛି ଗଡି ମୋ ପଦୁଅଁ କଢ଼ି,(୨) ଧନ ନାଇ ଦେ ନାଇ ଦେ ଇସ୍କୁଲୁ ଛାଡ଼ି ମୋ ପଦୁଅଁ କଢ଼ି। ଝିଅକୁ ହେଲାଣି ଷୋଳ ବୟସ(୨) ତାକୁ ପଠେଇ ଦେବା ତା ଶ୍ଵଶୁର ବାଡି ମୋ ପଦୁଅଁ ଲଢି। ଏ ଧନ ଝିଅର ବୟସ ଯାଉଛି ଗଡି ମୋ ପଦୁଅଁ କଢ଼ି,(୨) ଧନ ନାଇ ଦେ ନାଇ ଦେ ଇସ୍କୁଲୁ ଛାଡ଼ି ମୋ ପଦୁଅଁ କଢ଼ି। ମା - କଜଲି କଜଲି ଆଖିରେ ତା କଜଲ ଗାର, (୨) କହୁଛି ଆମର ଝିଅ ଗୋ ମୋତେ ଶିକ୍ଷିତ କର। ଆଇନ କହୁଛି ବାଲ୍ୟ ବିଭା ବନ୍ଦ କର।(୨) କିଶୋରୀ ପାଇଁ କି ଅଛି ଯେ ଶିକ୍ଷା ଅଧିକାର। ସିଲଟ ସାଙ୍ଗକୁ ଚକ୍ ଖଡ଼ି ,(୨) ସୁନା ଅନ୍ଧ ବିଶ୍ଵାସରେ ଯିବନି ପଡ଼ି ମୁଁ ପଦୁ ଅଁ କଢି । ବାପା/ - ବିବାହ ବୟସ ଅଠର ଏ କଥାଟି ସାର।(୨) ତୋର କଥା ଶୁଣି ବୁଝିଲି ଏବେ ଭୁଲ ମୋର ।(୨) ବାପା/ ମା - ବାଳିକା ସୁରକ୍ଷା ଅଧିକାର ସମିତି ଗଢି।(୨) ବାଲ୍ୟବିବାହ କୁ ଦେବାରେ ଆମେ ସମଜୁ ତଡି।(୨) ମା ମାଉସୀ ଙ୍କୁ କହିବ ନିତି।(୨) ଧନ ଝିଅ ଆମ ହେବ ମାଣିକ ମୋତି, ମୋ ପଦୁଅଁ କଢ଼ି। ଏ ଧନ ଝିଅର ସ୍ୱପନ ଦେବାନି ପୋଡ଼ି। ମୋ ପଦୁଅଁ କଢ଼ି। ଧନ ଝିଅ ଆମ ଯିବ ନିତି ପଢ଼ି। ମୋ ପଦୁଁ ଅ କଢ଼ି। ©Pranay Kumar Sahu #Dance #folksong
Ravi Verma
जिंगल बेल जिंगल बेल वेरी क्रिसमस #music #folksong #singer #entertainmenthttps://r.honeygain.me/1995R8C4AD ©Ravi Verma #StandProud
Smvedita
मां आदिशक्ति! मां जगजननी! तुम्हें दिल में बसाए रहतें हैं... हम आस लगाए रहते हैं... तेरे चरणों के पावन रज सिर माथे पे सजाए रहते हैं, हम आस..... मन-नयनों के दर्पण में तेरी छवि बनाए रहते हैं, हम आस.... मां टूटे ना ये आस मेरा, मर ना जाए विश्वास मेरा, अब तो कल्याण करो मैया... मझधार में है संसार मेरा, आकर फिर हमें उबारो मां, विश्वास बनाए रहते है.... हम आस लगाए रहते... ©संवेदिता जय हो अम्बे रानी की जय हो जगजननी की सबका कल्याण करो मां अपनी शरण में दो! #navratri #संवेदिता #गीत #दुर्गा #भजन #Nojoto #Song #Devotional #Poetry #folksong
srilatha lion
#folksong #నాపిచ్చి_పాట #జానపదం #లచ్చక్క
#folksong #నాపిచ్చి_పాట #జానపదం #లచ్చక్క
read moreAishwarya Muddan✍
If you think, you can dance with joy for hip-hop.. you should try moving your body for Indian folk music... A music that makes you dance without your knowledge is Indian folk... PC:: Karnataka Tourism || ಡೊಳ್ಳು ಕುಣಿತ ||Google #folksong #indian #tradition #yquotes #ನಳಿನಿ_ಭೂಷಣನ_ಪುತ್ರಿ_ಸುದರ್ಶನನ_ಪತ್ನಿಯ_ಸಾಲುಗಳು
A music that makes you dance without your knowledge is Indian folk... PC:: Karnataka Tourism || ಡೊಳ್ಳು ಕುಣಿತ ||Google #folksong #Indian #tradition #yquotes #ನಳಿನಿ_ಭೂಷಣನ_ಪುತ್ರಿ_ಸುದರ್ಶನನ_ಪತ್ನಿಯ_ಸಾಲುಗಳು
read more