Nojoto: Largest Storytelling Platform

Best odiakabita Shayari, Status, Quotes, Stories

Find the Best odiakabita Shayari, Status, Quotes from top creators only on Nojoto App. Also find trending photos & videos aboutlove shayari in odia, i love you odia movie video song, love shayari in odia 260, love shayari odia video song, sad love shayari odia,

  • 23 Followers
  • 159 Stories

BIKASH RANJAN

#ବାଦାମ_ବାଡିର_ଦେବକୀ ବସ୍ ଷ୍ଟାଣ୍ଡରେ ଶୋଇଥିଲା ଦେବକୀ ଅଧାଫଟା ଲୁଗାଟାକୁ ପିନ୍ଧି, ଆଖିରେ ତାର ଅସୁମାରି ଲୁହ ଏଇ ହାତେ ବିକି ଦେଇଛି କାଲି ରାତିରେ ଡଲଫିନ ବସ୍ କଡେ ଜନ୍ମ ଦେଇଥିବା ତା କାହ୍ନୁକୁ| କଣ ପାଇଁ?

read more
#ବାଦାମ_ବାଡିର_ଦେବକୀ

ବସ୍ ଷ୍ଟାଣ୍ଡରେ ଶୋଇଥିଲା ଦେବକୀ
ଅଧାଫଟା ଲୁଗାଟାକୁ ପିନ୍ଧି,
ଆଖିରେ ତାର ଅସୁମାରି ଲୁହ
ଏଇ ହାତେ ବିକି ଦେଇଛି
କାଲି ରାତିରେ ଡଲଫିନ ବସ୍ କଡେ ଜନ୍ମ ଦେଇଥିବା ତା କାହ୍ନୁକୁ|
କଣ ପାଇଁ?
ଏ ମଦୁଆ ସ୍ୱାମୀଟା ପରା ତାଗିଦ କରି ମାଗିଛି
ପେଟରେ ଦାନା ପାଇଁ
ଲୋକଗୁଡା ଯା ଆସ କରୁଛନ୍ତି 
ତାକୁ ଅନେକ ଡର 
କିଏ ଜାଣିଲା କି ତା ପେଟର ଭୋକକୁ
ପୁଣି ସେପଟେ ଥାନାବାବୁକୁ ଅନେଇଛି,
ପୁଲିସ୍ ମାନେ ପାଲଟେଇଦେବେନି ତ ଏ ବସ୍ ଷ୍ଟାଣ୍ଡକୁ କୁରୁସଭା
ହେଲେ ପୁଣି କଣ ତା କୃଷ୍ନ ଆସିବ 
ପୁଣି ବୁଲି ଦେଖୁଛି ଏ କବି ଆଡେ
ଭାବୁଛି କଣ ଲେଖୁଛି ଏ 
ମୋ କର୍ମ ନେଇ 
ନା କୃଷ୍ନ ପାଇଁ ସେ ହୃଦୟରେ ଜମାଟ ବାନ୍ଧିଥିବା ଦୁଖକୁ ନେଇ|
ଏତିକି ବେଳେ ଦଉଡି ଆସିଲା ତା ବର
ନାଲି ବିଷ ପିଇବ ବୋଲି ଛଡେଇନେଲା ଦେବକୀ ଅଣ୍ଟିରେ ଲୁଚିଥିବା ପଇସା
ସେ ଚାହିଁଥିଲା କେବେ ମରିବ ତା ପେଟର ଭୋକ
କହୁ କହୁ ବସ୍ ଝରକାକୁ ଅନେଇ ପୁଣି କହିଲା
 ଧିକ୍ ଏ ଜୀବନ..... #ବାଦାମ_ବାଡିର_ଦେବକୀ

ବସ୍ ଷ୍ଟାଣ୍ଡରେ ଶୋଇଥିଲା ଦେବକୀ
ଅଧାଫଟା ଲୁଗାଟାକୁ ପିନ୍ଧି,
ଆଖିରେ ତାର ଅସୁମାରି ଲୁହ
ଏଇ ହାତେ ବିକି ଦେଇଛି
କାଲି ରାତିରେ ଡଲଫିନ ବସ୍ କଡେ ଜନ୍ମ ଦେଇଥିବା ତା କାହ୍ନୁକୁ|
କଣ ପାଇଁ?

BIKASH RANJAN

#ବାଦାମ_ବାଡିର_ଦେବକୀ ବସ୍ ଷ୍ଟାଣ୍ଡରେ ଶୋଇଥିଲା ଦେବକୀ ଅଧାଫଟା ଲୁଗାଟାକୁ ପିନ୍ଧି, ଆଖିରେ ତାର ଅସୁମାରି ଲୁହ ଏଇ ହାତେ ବିକି ଦେଇଛି କାଲି ରାତିରେ ଡଲଫିନ ବସ୍ କଡେ ଜନ୍ମ ଦେଇଥିବା ତା କାହ୍ନୁକୁ| କଣ ପାଇଁ?

read more
#ବାଦାମ_ବାଡିର_ଦେବକୀ

ବସ୍ ଷ୍ଟାଣ୍ଡରେ ଶୋଇଥିଲା ଦେବକୀ
ଅଧାଫଟା ଲୁଗାଟାକୁ ପିନ୍ଧି,
ଆଖିରେ ତାର ଅସୁମାରି ଲୁହ
ଏଇ ହାତେ ବିକି ଦେଇଛି
କାଲି ରାତିରେ ଡଲଫିନ ବସ୍ କଡେ ଜନ୍ମ ଦେଇଥିବା ତା କାହ୍ନୁକୁ|
କଣ ପାଇଁ?
ଏ ମଦୁଆ ସ୍ୱାମୀଟା ପରା ତାଗିଦ କରି ମାଗିଛି
ପେଟରେ ଦାନା ପାଇଁ
ଲୋକଗୁଡା ଯା ଆସ କରୁଛନ୍ତି 
ତାକୁ ଅନେକ ଡର 
କିଏ ଜାଣିଲା କି ତା ପେଟର ଭୋକକୁ
ପୁଣି ସେପଟେ ଥାନାବାବୁକୁ ଅନେଇଛି,
ପୁଲିସ୍ ମାନେ ପାଲଟେଇଦେବେନି ତ ଏ ବସ୍ ଷ୍ଟାଣ୍ଡକୁ କୁରୁସଭା
ହେଲେ ପୁଣି କଣ ତା କୃଷ୍ନ ଆସିବ 
ପୁଣି ବୁଲି ଦେଖୁଛି ଏ କବି ଆଡେ
ଭାବୁଛି କଣ ଲେଖୁଛି ଏ 
ମୋ କର୍ମ ନେଇ 
ନା କୃଷ୍ନ ପାଇଁ ସେ ହୃଦୟରେ ଜମାଟ ବାନ୍ଧିଥିବା ଦୁଖକୁ ନେଇ|
ଏତିକି ବେଳେ ଦଉଡି ଆସିଲା ତା ବର
ନାଲି ବିଷ ପିଇବ ବୋଲି ଛଡେଇନେଲା ଦେବକୀ ଅଣ୍ଟିରେ ଲୁଚିଥିବା ପଇସା
ସେ ଚାହିଁଥିଲା କେବେ ମରିବ ତା ପେଟର ଭୋକ
କହୁ କହୁ ବସ୍ ଝରକାକୁ ଅନେଇ ପୁଣି କହିଲା
 ଧିକ୍ ଏ ଜୀବନ..... #ବାଦାମ_ବାଡିର_ଦେବକୀ

ବସ୍ ଷ୍ଟାଣ୍ଡରେ ଶୋଇଥିଲା ଦେବକୀ
ଅଧାଫଟା ଲୁଗାଟାକୁ ପିନ୍ଧି,
ଆଖିରେ ତାର ଅସୁମାରି ଲୁହ
ଏଇ ହାତେ ବିକି ଦେଇଛି
କାଲି ରାତିରେ ଡଲଫିନ ବସ୍ କଡେ ଜନ୍ମ ଦେଇଥିବା ତା କାହ୍ନୁକୁ|
କଣ ପାଇଁ?

Shuvasmita paikaray

#odiakabita

read more
ମୋ ହୃଦୟ କହୁଛି........
ଏତେ ଯେ ନିଷ୍ଟୁର ଥିଲା ଭୟଙ୍କର,
ସେ ଅତୀତର ପୃଷ୍ଠା ତୋର।
ଆଜି ବି ଭାବିଲେ ଭୟ ଲାଗେ ଯେତେ,
କଷ୍ଟ ବି ଲାଗୁଛି ସେତେ।
ଏ ନିରୀହ ହୃଦୟ ର ଚିତ୍କାର ସ୍ୱର
ପ୍ରତିମୁହୂର୍ତରେ ଆସି ମୋ କାନରେ କୁହେ
କାଇଁ ପ୍ରେମ କରିଥିଲି କହ?
ଆଜି ମୁଁ ଚାହୁଁଛି ମୋ ଏ ପ୍ରଶ୍ନ ର ଉତ୍ତର
ଆଗପଛ କିଛି ନଭାବି ବିଚାରି,
ହୃଦୟେ ଦେଲୁ ତୁ ଜାଗା।
ଏ ନିରିହ ର ଲୁହ ନ ବୁଝିପାରି ସେ,
ଚାଲିଗଲା ଛାଡ଼ି ଏକା। #odiakabita

JKBMS

Aditya Mohapatra

#mywritings thoughts #ownwords #Odiaquotes #odiakabita #ସମୟ #truelines #ଜୀବନ ସମୟ(ଭାଗ-୨) ମୋ ମନ ଆଜି ବି ପଚାରେ ମୋତେ ପାଇଛି କେତେ ମୁଁ ଦେଇଛି କେତେ ଦେବାଟା ସିନା ଦୁନିଆ ଦେଖିନି ହେଲେ ମନ ତୁ ତ ଜାଣିଛୁ ଦେଇ ଦେଇ ମୁଁ ପାଇଛି କେତେ!

read more
ସମୟ(ଭାଗ-୨)
ମୋ ମନ ଆଜି ବି ପଚାରେ ମୋତେ
ପାଇଛି କେତେ ମୁଁ ଦେଇଛି କେତେ
ଦେବାଟା ସିନା ଦୁନିଆ ଦେଖିନି
ହେଲେ ମନ ତୁ ତ ଜାଣିଛୁ
ଦେଇ ଦେଇ ମୁଁ ପାଇଛି କେତେ!

ଜୀବନ ଆଜି ବି ପଚାରେ ମୋତେ
ବଞ୍ଚିଛି କେତେ ମୁଁ ମରିଛି କେତେ
ବଞ୍ଚିବାଟା ସିନା ସମୟ ଦେଖିଛି
ହେଲେ ଜୀବନ ତୁ ତ ଜାଣିଛୁ
ବଞ୍ଚି ବଞ୍ଚି ମୁଁ ମରିଛି କେତେ ?? #mywritings #thoughts #ownwords #odiaquotes #odiakabita  #ସମୟ
#truelines #ଜୀବନ
ସମୟ(ଭାଗ-୨)
ମୋ ମନ ଆଜି ବି ପଚାରେ ମୋତେ
ପାଇଛି କେତେ ମୁଁ ଦେଇଛି କେତେ
ଦେବାଟା ସିନା ଦୁନିଆ ଦେଖିନି
ହେଲେ ମନ ତୁ ତ ଜାଣିଛୁ
ଦେଇ ଦେଇ ମୁଁ ପାଇଛି କେତେ!

Aditya Mohapatra

#mywritings #ownwords #Odiaquotes #odiakabita #shayaraadi #truelines #ଜୀବନ #aditya908 ସମୟ(ଭାଗ-୧) ସମୟ ଆଜି ବି ପଚାରେ ମୋତେ ହସିଛି କେତେ ମୁଁ କାନ୍ଦିଛି କେତେ କାନ୍ଦିବା ଟା ସିନା ଦୁନିଆ ଦେଖିଛି ହେଲେ ସମୟ ତୁ ତ ଦେଖିଛୁ

read more
ସମୟ (ଭାଗ-୧)
ସମୟ ଆଜି ବି ପଚାରେ ମୋତେ
ହସିଛି କେତେ ମୁଁ କାନ୍ଦିଛି କେତେ
କାନ୍ଦିବା ଟା ସିନା ଦୁନିଆ ଦେଖିଛି
ହେଲେ ସମୟ ତୁ ତ ଦେଖିଛୁ
ହସି ହସି ମୁଁ କାନ୍ଦିଛି କେତେ!

ବୟସ ଆଜି ବି ପଚାରେ ମୋତେ
ହାରିଛି କେତେ ମୁଁ ଜିତିଛି କେତେ
ହାରିବାଟା ସିନା କେହି ବି ଜାଣିନି
ହେଲେ ବୟସ ତୁ ତ ଜାଣିଛୁ
ଜିତି ଜିତି ମୁଁ ହାରିଛି କେତେ!
To be continue.. #mywritings #ownwords #odiaquotes #odiakabita #shayaraadi
#truelines #ଜୀବନ
#aditya908
ସମୟ(ଭାଗ-୧)
ସମୟ ଆଜି ବି ପଚାରେ ମୋତେ
ହସିଛି କେତେ ମୁଁ କାନ୍ଦିଛି କେତେ
କାନ୍ଦିବା ଟା ସିନା ଦୁନିଆ ଦେଖିଛି
ହେଲେ ସମୟ ତୁ ତ ଦେଖିଛୁ

Adyasha Priyadarshini D

ଯଦି ଚାଲୁ ଚାଲୁ କେବେ 
ଝୁଣ୍ଟି ତୁ ପଡିବୁ 
ତେବେ ସଂଚୟ କରିବୁ ସାହସ
ଉଠିପଡି ଆଗେଇ ଯିବାକୁ ।

ଯଦି ଚେଷ୍ଟା କରି କରି କେବେ 
ଥକି ତୁ ପଡିବୁ 
ତେବେ ସଂଚୟ କରିବୁ ଧୈର୍ୟ୍ଯ 
ଦମ୍ ନେଇ ପୁଣି ଚେଷ୍ଟା କରିବାକୁ ।

ଯଦି ଖୁସି ର କ୍ଷଣ କେବେ 
ବଳି ପଡୁଛି ବୋଲି ଭାବିବୁ 
ତେବେ ଆତ୍ମହରା ନ ହୋଇ 
ସଂଚୟ କରିନେବୁ ସେଥିରୁ କିଛି କ୍ଷଣ
ପାଥେୟ କରି ଦୁଃଖ ସମୟ ତକ କାଟି ନେବାକୁ । #ସଂଚୟ 
#challenge #YQBhaina 
#odiapoetry #odiakabita #MunOdia 
#yqbaba  #yqodia

Diptimayee Nayak

#prema Love #viral #treanding #odiawritings #odiakabita #odianojoto #ତୁମେ #ମୋ #ବିଶ୍ୱାସ

read more

Diptimayee Nayak

#ଝିଅବିବାହ #ଯୌତୁକ #ଏଇତଜୀବନ #viral #treanding #odiawritings #odianojoto #odiakabita

read more

Diptimayee Nayak

loader
Home
Explore
Events
Notification
Profile