Find the Best writerbiswaranjan Shayari, Status, Quotes from top creators only on Nojoto App. Also find trending photos & videos abouthow to write a poem about love that rhymes, how to write love letter in marathi 110, write hinde love shayari, write name on love pic, write name on love images,
Biswaranjan
ସାହାଯ୍ଯ ଏବଂ ସହଯୋଗ ଏକ ମାନସିକତା । ମାନସିକ ସ୍ଥରରେ ଜଣେ ଅନ୍ଯ ଜଣଙ୍କ ମଙ୍ଗଳ ଚିନ୍ତା କରିବା ହେଉଛି ବଡ ସାହାଯ୍ଯ। ©Biswaranjan #roshni #writerbiswaranjan
Biswaranjan
ଭିକାରୀ ସଜେଇ ଭିକ୍ଷା ଦେବାଲୋକ ଏଠାରେ କମ୍ ନାହାଁନ୍ତି । ©Biswaranjan #hand #Writerbiswaranjan
Biswaranjan
ଏସଂସାରରେ ଏମିତି କେହି ନାହିଁ ନିରନ୍ତର ସୁଖ ଭୋଗ କରେ ବା ରୋଗରେ ପଡେନାହିଁ । ପ୍ରତ୍ଯେକ ଲୋକର କିଛି କିଛି ଅପୂର୍ଣତା ଅଛି। ©Biswaranjan #Writerbiswaranjan
Biswaranjan
ସୁନ୍ଦର ଶରୀର, ବାହୁରେ ଅଜସ୍ର ବଳ, ପାଖରେ ପର୍ଯ୍ଯାପ୍ତ ଧନ, ମସ୍ତିଷ୍କରେ ବିଚକ୍ଷଣ ଜ୍ଞାନ ଥିଲେ ମଧ୍ଯ ମଣିଷ ଏକ ସମୟରେ ଅସହାୟତାକୁ ସ୍ବୀକାର କରିବାକୁ ବାଧ୍ଯହୁଏ। ©Biswaranjan #Writerbiswaranjan
Biswaranjan
ତୁମେ ଯଦି ସେହି ଲୋକ ସହ ରହିବାର ଅଛି ତ ସମସ୍ଯାକୁ ସମାଧାନ କର, ଯଦି ତୁମର ସେହି ଲୋକ ସହ ରହିବାର ନାହିଁ ତ ସମସ୍ଯାର ସମାଧାନ କର। ସମସ୍ଯା ରହିଲେ ନା ତୁମେ ତା ସହ ରହିପାରିବ ନା ତାକୁ ଛାଡିପାରିବ। ତୁମେ କାହାପାଇଁ ଜୀବନ ହାରିଲେ କି ତୁମ ପାଇଁ କିଏ ଜୀବନ ହାରିଲେ କି ଲାଭ ପାଇବ ? ©Writer Biswaranjan #Writerbiswaranjan
Biswaranjan
ଗୋଟିଏ ପୁରୁଣା କଥା ଅଛି ଘୋଡା ଯଦି ବାନ୍ଧୁଛ ଚଢିବା ମଧ୍ଯ ଶିକ୍ଷା କରିବା ଦରକାର ନହେଲେ ଘୋଡା ତୁମ ଉପରେ ଚଢିଯାଇପାରେ। ©Writer Biswaranjan #Writerbiswaranjan
Biswaranjan
ମଣିଷ ବିବେକର ସ୍ବର କ୍ଷିଣ ହେଲେ ମଧ୍ଯ ସଦାବେଳେ ସଠିକ୍ ଥାଏ। ©Writer Biswaranjan #alone #Writerbiswaranjan
Biswaranjan
ଆଜି ଭାବନା ପ୍ରକାଶ କରିବା ପାଇଁ ଅନେକ ମାଧ୍ଯମ ଅଛି, କିନ୍ତୁ ଭାବନା ବୁଝିବା ପାଇଁ ଦରଦୀ ହୃଦୟର ଲୋକ କାହିଁ ? ©Writer Biswaranjan #humantouch #writerbiswaranjan
#humantouch #writerbiswaranjan
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited