Find the Best mo_prathama_gita Shayari, Status, Quotes from top creators only on Nojoto App. Also find trending photos & videos abouttu mora prathama prema rutu, prathama gramin bank 260, prathama bank 6600, prathama premara prathama chithi, prathama,
Subhasmita Rout
ଓଡ଼ିଆ ଗୀତ:-( ମୁଁ କାହିଁକି ହାରେ ?) _____________________ ତୁମେ ଗଲାପରେ ସ୍ମୃତି ସବୁ ଫେରେ ହସୁଥିବା ସେ ଜହ୍ନ ଲୁହ ଢ଼ାଳି ମରେ କାହିଁକି କେଜାଣି ତୁମ ଜୀବନରେ ଆସି ମୁଁ ଥିଲି ହାଏ ତୁମ ସପନରେ .. କହିବ କି କହିବ କି... ମୁଁ କାହିଁକି ହାରେ ?(୧) (ତୁମେ ଗଲାପରେ...) ଏପରି ସଂଯୋଗ କାହିଁ ମୋ ସାଥିରେ ସାବୁ ଥାଇ ବି ମୁଁ ତୁମକୁ ହିଁ ଝୁରେ କହିବ କି କହିବ କି... ମୁଁ କାହିଁକି ହାରେ ? (୨) (ତୁମେ ଗଲାପରେ...) ©Subhasmita Rout #odiasong #nojotoodia #mo_prathama_gita #viral♥️♥️♥️ #dukhabhara
#odiasong #nojotoodia #mo_prathama_gita viral♥️♥️♥️ #dukhabhara
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited