Nojoto: Largest Storytelling Platform
kamalakantadatta6681
  • 10Stories
  • 201Followers
  • 95Love
    1.0LacViews

Kamalakanta Datta

Amateur

https://m.facebook.com/home.php

  • Popular
  • Latest
  • Repost
  • Video
73be551d2303c881bfb8e14263ffdf52

Kamalakanta Datta

कभी खोने का डर था किसीको । 
अब पाने की चाहत तक नहीं है ।

 #rain 
#Amateur  The Thought Tellers NASAR Pakhi Gupta

#rain #Amateur The Thought Tellers NASAR Pakhi Gupta

73be551d2303c881bfb8e14263ffdf52

Kamalakanta Datta

कभी खोने का डर था किसीको । 
अब पाने की चाहत तक नहीं है । #rain 
#Amateur  The Thought Tellers NASAR Pakhi Gupta

#rain #Amateur The Thought Tellers NASAR Pakhi Gupta

73be551d2303c881bfb8e14263ffdf52

Kamalakanta Datta

late night poem 
#Odiapoem
#Aausepremarekebepadibinahi
73be551d2303c881bfb8e14263ffdf52

Kamalakanta Datta

ଆଉ ସେ ପ୍ରେମରେ କେବେ ପଡିବି ନାହିଁ✍️ ନାଁ ଆଉ ସେ ପ୍ରେମରେ କେବେ ପଡିବି ନାହିଁ।
ଫେରିବିନି ଆଉ ସେ କଳଙ୍କିତ ଅତୀତକୁ,
କରିବିନି ପୁନରାବୃତ୍ତି ସେ ମିଠା ଭୁଲ୍ ର ।

ଭଗେଇବାକୁ ଚାହୁଁନି ଏଇ ଚଞ୍ଚଳ ମନକୁ ଆଉ କେଉଁ ମରୀଚିକା ପଛରେ , ହୁଏତ ବୁଝିପାରିବନି କେହି ଏହାର ପ୍ରକୃତ ମୂଲ।
ହଜେଇବାକୁ ଚାହୁଁନି ଏ କ୍ଷତାକ୍ତ ହୃଦୟକୁ ଆଉ କାହାର ଚିନ୍ତାରେ , ହୁଏତ ଫରକ୍ ପଡିବନି ମୋର ଅସ୍ତିତ୍ଵ କାହାକୁ। 
ଆଉ ସାହସ ନାହିଁ କାହାକୁ ମିଛ ପ୍ରତିଶ୍ରୁତି ଦେବାର, 
ଧର୍ଯ୍ୟ ବି ନାହିଁ କାହାର ଫେରିବା ବାଟକୁ ଚାହିଁ ବସିବାର।

ନାଁ ଆଉ ସେ ପ୍ରେମରେ କେବେ ପଡିବି ନାହିଁ। ଫେରିବିନି ଆଉ ସେ କଳଙ୍କିତ ଅତୀତକୁ, କରିବିନି ପୁନରାବୃତ୍ତି ସେ ମିଠା ଭୁଲ୍ ର । ଭଗେଇବାକୁ ଚାହୁଁନି ଏଇ ଚଞ୍ଚଳ ମନକୁ ଆଉ କେଉଁ ମରୀଚିକା ପଛରେ , ହୁଏତ ବୁଝିପାରିବନି କେହି ଏହାର ପ୍ରକୃତ ମୂଲ। ହଜେଇବାକୁ ଚାହୁଁନି ଏ କ୍ଷତାକ୍ତ ହୃଦୟକୁ ଆଉ କାହାର ଚିନ୍ତାରେ , ହୁଏତ ଫରକ୍ ପଡିବନି ମୋର ଅସ୍ତିତ୍ଵ କାହାକୁ। ଆଉ ସାହସ ନାହିଁ କାହାକୁ ମିଛ ପ୍ରତିଶ୍ରୁତି ଦେବାର, ଧର୍ଯ୍ୟ ବି ନାହିଁ କାହାର ଫେରିବା ବାଟକୁ ଚାହିଁ ବସିବାର। #lovepoem #odiapoem #Yqbhaina

73be551d2303c881bfb8e14263ffdf52

Kamalakanta Datta

ସକାଳୁ ସକାଳୁ ଉଠି ଦେଖିଲି ମୋ ଭାରତ କାଳେ ନାରୀ ଅସୁରକ୍ଷିତ ତାଲିକା ରେ ୧ ନମ୍ୱର୍ ହେଇଛି। ତା ମାନେ ହେଉଛି ମୋ ମା ଭଉଣୀ ମାନେ ଆଉ ସୁରକ୍ଷିତ ନାହାନ୍ତି । କୌଣସିି ବି ସମୟରେ ସେମାନଙ୍କ ସହ ବଳାତ୍କାର ହେଇ ପାରେ । ମୋ ଘର ର ଇଜ୍ଜତ ଏବେ ଅଦାଲତର ସେଇ ନିକିତି ରେ ଯୋଉ ନିକିତିର ଭାରି ପାର୍ଶ୍ଵ ଟି ନେତା,ମନ୍ତ୍ରୀ ଓ ବଡବଡିଆ ଙ୍କ ଟଙ୍କା ରେ ଝୁଲି ପଡ଼ିଛି। ଭାରତ ବହୁତ୍ ବଦଳିଛି, ଏବେ ପିଲାମାନେ ସଚେତନ ହେଇଗଲେଣି ଏମାନେ ସୋସିଆଲ ମିଡିଆରେ ନିଜର ଥଣ୍ଡା ହୋଇଯାଇଥିବା ରକ୍ତକୁ ଉଷୁମ କରି ଜଷ୍ଟିସ ଫର୍------- ଲେଖୁଛନ୍ତି । ଆଉ ସେ ପୀଡ଼ିତା ମରିଗଲା ପରେ କ୍ୟାଣ୍ଡଲ ମାର୍ଚ ବି କରୁଛନ୍ତି ତା ଆତ୍ମାର ସଦ୍ ଗତି ପାଇଁ ।ହଁ ସେଇ ଶୂନ୍ୟ ସ୍ଥାନରେ ଖାଲି ପୀଡ଼ିତା ର ନାଁ ଟା ହି ବଦଳୁଛି । - କେତେବେଳେ ସେ ପୀଡ଼ିତା ୫ ମାସ ର ନିରୀହ ଶିଶୁ ଟିଏ ତ କେତେବଳେ ଜେଜେ ମା ସଦୃଶ ବୁଢ଼ୀ ମା ଟିଏ , କେତେବଳେ ସେ ମୁକ ବଧିର ବିକଳାଙ୍ଗ ଟିଏ ତ କେତେବେଳେ ଅସହାୟ  ଅବଳା ଟିଏ , କେତେବେଳେ ବଳାତ୍କାର କରି ସାରି ଜାଳି ଦିଆଯାଉଛି ତ କେତେବଳେ ତାର ନଗ୍ନ ଛବି କୁ ଭାଇରାଲ୍ କରି ଦିଆ ଯାଉଛି ।
ଏ ସବୁ କୁ ନ୍ୟାୟ ଦେବା ପାଇଁ ଆମର ଆଇନ୍ ବ୍ୟବସ୍ଥା ଅଛି ନା , ଯିଏ କି ନିଜେ ଆଖିରେ ପଟି ବାନ୍ଧି ନିଜର ରାୟ ଦଉଛି ଆଉ ସେ ଆଇନ୍ କାନୁନ୍ ବନେଇଲା ବାଲା ନିଜେ ଜଣେ ଜଣେ ଅପରାଧୀ । ଏଠି ୨ ଜଣ ନ୍ୟାୟ ପାଆନ୍ତି 
୧ . ଧନୀ ବ୍ୟକ୍ତି 
୨. ଯଦି ଅପରାଧୀ ଗରିବ ଥିବ ତାହାଲେ ଯାଇ ତାକୁ ମାରି ଦିଆଯିବ

- କେତେବେଳେ ସେ ପୀଡ଼ିତା ୫ ମାସ ର ନିରୀହ ଶିଶୁ ଟିଏ ତ କେତେବଳେ ଜେଜେ ମା ସଦୃଶ ବୁଢ଼ୀ ମା ଟିଏ , କେତେବଳେ ସେ ମୁକ ବଧିର ବିକଳାଙ୍ଗ ଟିଏ ତ କେତେବେଳେ ଅସହାୟ ଅବଳା ଟିଏ , କେତେବେଳେ ବଳାତ୍କାର କରି ସାରି ଜାଳି ଦିଆଯାଉଛି ତ କେତେବଳେ ତାର ନଗ୍ନ ଛବି କୁ ଭାଇରାଲ୍ କରି ଦିଆ ଯାଉଛି । ଏ ସବୁ କୁ ନ୍ୟାୟ ଦେବା ପାଇଁ ଆମର ଆଇନ୍ ବ୍ୟବସ୍ଥା ଅଛି ନା , ଯିଏ କି ନିଜେ ଆଖିରେ ପଟି ବାନ୍ଧି ନିଜର ରାୟ ଦଉଛି ଆଉ ସେ ଆଇନ୍ କାନୁନ୍ ବନେଇଲା ବାଲା ନିଜେ ଜଣେ ଜଣେ ଅପରାଧୀ । ଏଠି ୨ ଜଣ ନ୍ୟାୟ ପାଆନ୍ତି ୧ . ଧନୀ ବ୍ୟକ୍ତି ୨. ଯଦି ଅପରାଧୀ ଗରିବ ଥିବ ତାହାଲେ ଯାଇ ତାକୁ ମାରି ଦିଆଯିବ

73be551d2303c881bfb8e14263ffdf52

Kamalakanta Datta

ଜୀବନକୁ ବହୁତ୍ ପାଖରୁ ଦେଖି ଆଜି ଡରି ଯାଇଛି ମୁଁ । ଦୂରରୁ ତ ଏ ବେଶ୍ ସୁନ୍ଦର ଓ ଆଖିଦୃଷ୍ଟିଆ ଦେଖା ଯାଉଛି ହେଲେ ପାଖରୁ ଏ ଯେ ଏତେ ଦହନୀୟ ,ଠିକ୍ ଜଳନ୍ତା ସୂର୍ଯ୍ୟ ପରି । ଏତେ କଷ୍ଟ ଏତେ ଯନ୍ତ୍ରଣା ଯନ୍ତ୍ରଣା କୁ ନିଜ ଭିତରେ ରଖି ବାହାରକୁ ସୁନେଲି କିରଣ ପରି ହସ ବିଖରିତ କରୁଛି ! ହୁଏତ ଏହା ହିଁ ତାର ପ୍ରକୃତ ବାସ୍ତବତା । #ଜୀବନ
#Odiapoem

#ଜୀବନ #odiapoem

73be551d2303c881bfb8e14263ffdf52

Kamalakanta Datta

Trust me ଆତ୍ମହତ୍ୟା ର ଅର୍ଥ ନୁହେଁ ଦେହର ହତ୍ୟା ! ମନକୁ ମାରିକି ଦେଖ ଆତ୍ମହତ୍ୟା ର ପ୍ରକୃତ ଅର୍ଥ ବୁଝି ପାରିବ । #ଆତ୍ମହତ୍ୟା
#nojoto ଓଡ଼ିଆ

#ଆତ୍ମହତ୍ୟା nojoto ଓଡ଼ିଆ

73be551d2303c881bfb8e14263ffdf52

Kamalakanta Datta

Fall in love  Falling in love is very easy ! difficult is to maintain it #Love
#POD
73be551d2303c881bfb8e14263ffdf52

Kamalakanta Datta

Stop smoking because, It not only kill you but also your family #Smokingkils
#Trending
73be551d2303c881bfb8e14263ffdf52

Kamalakanta Datta

#firstpoeminnojoto
#Odiapoem
#Saathitumegalapare
#Odiaworld
loader
Home
Explore
Events
Notification
Profile