ସ୍ୱଳ୍ପ ସମୟ ର ସେହି ଦୀପ ଶିଖା ଟିଏ, ଅଳ୍ପ ଆୟୁ ର ସେହି ମାଛି ଟିଏ। ବ୍ୟବଧାନ ବହୁତ କ୍ଷୀଣ ଥାଏ, କିନ୍ତୁ ପ୍ରେମ ର ପ୍ରତୀକ ଟିଏ ସାଜିଥାଏ।। କଥା ସମୟ କିମ୍ବା କାଳ ର ନଥାଏ, ଗାଥା କେବଳ ମୁହୂର୍ତ୍ତ ର ହୋଇଥାଏ।। ©BINOदिनी #jibana