ଭଙ୍ଗା ଗଛରେ ନିଡ ଗଢ଼ିବା ସତେ କେତେ ଯେ କଷ୍ଟ କେବେ ବଇରୀ ସାଜେ ଅଦିନିଆ ବର୍ଷା କେବେ ସମୟ ଧୋକା ଦେଇ ପବନର ଆଢୁଆଳେ ଆସି ଭାଙ୍ଗିଦିଏ ତାକୁ ଅନାବନା କାଠି ପୁଳା କରିଦେଇ ଗଛର ଛାଇ ଘୋଡେଇ ରଖେ ମା' ର ସ୍ନେହ ଦେଇ ହେଲେ ବାଇଆ ବତାସ ଟା କଣ ବୁଝିପାରେ କେତେ କଷ୍ଟ ହେଇଛି ଏ କୋରଡରେ ଟିକେ ଟିକେ କାଠି ଆଣି ବସାଟି କରିବାକୁ। ବସା #yqbhaina #yqodia #jibana