"ସ୍ମରଣୀୟ ସ୍ଵାଧୀନତା " ୭୫ ବର୍ଷ ସ୍ଵାଧୀନତା ର, ୭୫ ବର୍ଷ ବୀରତ୍ଵ ର ୭୫ ବର୍ଷ ସାଧନା ର ତ , ପୁଣି ୭୫ବର୍ଷ ସହିଦ୍ ମାନଙ୍କର । ଆମ ମାଟି ଆମେ ଗର୍ବିତ, ଆମ ଭାରତ ଆଜି ଅଖଣ୍ଡିତ । ତିନିରଙ୍ଗ ର ଧ୍ଵଜା ମୁହଁ ରେ ଝଲସୁଛି, ଏକ ନିଆରା ସ୍ଵାଧୀନତାର ସ୍ମିତହାସ୍ୟ। ହୃଦୟ ଏଇ ଦେଶ ପାଇଁ, ଜୀବନ କାଳ ଏଇ ମାଟି ପାଇଁ । ଆମ ଜନ୍ମଭୂମି ଭାରତ, ଆମ କର୍ମ ଭୂମି ମଧ୍ୟ ଭାରତ। କାଇଁ ସେ ଏକାଠି ଲଢ଼ିବା ବଳ, କାଇଁ ସେ ବିଦ୍ରୋହ କୁ ସଂଗ୍ରାମ କରିବା ଦଳ। ଚାଲ ପୁଣି ସଂଗ୍ରାମ ଲଢ଼ିବା, ନିଜ ମାଟି ର ଅଧିକାର ପାଇଁ। ©swetasumanmishra #india #Independence2022 #India