Nojoto: Largest Storytelling Platform

ବସନ୍ତର ଆଗମନେ ଚତୁର୍ଦ୍ଦିଗେ ବଉଳର ବାସ୍ନା ନାନା ବ

      ବସନ୍ତର ଆଗମନେ

ଚତୁର୍ଦ୍ଦିଗେ ବଉଳର ବାସ୍ନା
ନାନା ବର୍ଣ୍ଣେ ଧରଣୀ ସୁଶୋଭିତ,
ଅପେକ୍ଷାର ହୋଇଅଛି ଅନ୍ତ
ସ୍ଵାଗତ ତୁମକୁ ଋତୁରାଜ ବସନ୍ତ।୧।

ବସନ୍ତର ଆଗମନେ
ବିରାଜନ୍ତି ମାଆ ବୀଣାପାଣି,
ମଳୟ ପବନର ପରଶେ
ଶୀତ ନିଏ ଆମଠୁ ମେଲାଣି।୨।

ବସନ୍ତର ଆଗମନେ
ପଲ୍ଲବିତ ହୁଏ ବନ ଉପବନ,
କୁହୁ କୁହୁ କୋକିଳର ତାନେ
ପ୍ରଫୁଲ୍ଲିତ ହୋଇଯାଏ ମନ।୩। #lilywritting 
#yqquotes 
#yqodia 
#vasanth #basant
      ବସନ୍ତର ଆଗମନେ

ଚତୁର୍ଦ୍ଦିଗେ ବଉଳର ବାସ୍ନା
ନାନା ବର୍ଣ୍ଣେ ଧରଣୀ ସୁଶୋଭିତ,
ଅପେକ୍ଷାର ହୋଇଅଛି ଅନ୍ତ
ସ୍ଵାଗତ ତୁମକୁ ଋତୁରାଜ ବସନ୍ତ।୧।

ବସନ୍ତର ଆଗମନେ
ବିରାଜନ୍ତି ମାଆ ବୀଣାପାଣି,
ମଳୟ ପବନର ପରଶେ
ଶୀତ ନିଏ ଆମଠୁ ମେଲାଣି।୨।

ବସନ୍ତର ଆଗମନେ
ପଲ୍ଲବିତ ହୁଏ ବନ ଉପବନ,
କୁହୁ କୁହୁ କୋକିଳର ତାନେ
ପ୍ରଫୁଲ୍ଲିତ ହୋଇଯାଏ ମନ।୩। #lilywritting 
#yqquotes 
#yqodia 
#vasanth #basant
rrsahoo7966

R.R Sahoo

New Creator