ମନର ବ୍ୟଥା କୁ ହସରେ ଲୁଚେଇ ଏକାକୀ ମୁଁ ଚାଲୁଅଛି, ଲୁହରେ ଭିଜିଛି କେତେ କେତେ ରାତି ନୀରବତା ବଖାଣୁଛି, ମନ କଥା ମୋର ମନରେ ରହିଲା କାହିଁକି ବୁଝିବ କିଏ, କି ଅବା କହିବି ଏ ମଣିଷଙ୍କୁ ମୁଁ ନିଜକୁ ବୁଝିନି ଯିଏ । ମନର ବ୍ୟଥା କୁ ହସରେ ଲୁଚେଇ....... #muodia #odiawritings #odiakavita #odiapoetry #lifequotes #yqbhaina #yqquotes #poetry