ଆକାଂକ୍ଷିତ ସପନର ଦୁର୍ବାର ଆଶାରେ ଅପେକ୍ଷାରେ ମ୍ରିୟମାଣ ନେତ୍ର ପଲକରେ, ପ୍ରତିଜ୍ଞାବଧ ନିଦଗୁଡ଼ା ଦୂରେ ଯାନ୍ତି ଚାଲି ତଥାପି ମୁଁ ପ୍ରତୀକ୍ଷିତ ଆସିବେ ସେ ବୋଲି, ଚାହିଁ ଚାହିଁ ଖାଲି କୋହେ ଭରେ ଏଇ ଛାତି ହାୟ ମୋର ରାତି !!! #ହାୟମୋରରାତି #yqbhaina #yqodia #odiawritings #odiaquotes #muodia #jsjyoti