ଯେବେ ଠୁ ଆଖି ଲୁହ ତକିଆ ପିଇଲା ଜୋଛନା ଉଷ୍ମତା ର ପ୍ରବାହ ଦେଲା ସେଇଭଳି ଦୋଦୁଲ୍ୟମାନ ସମୟରେ ଜଡ଼ ଦେହେ ଜୀବନ ପାଇଁ କଲମ ସାଜିଲା ମୋ ରାସତରଙ୍ଗିଣୀ #yqbhaina #yqodia #କଲମ #muodia #odiawritings #odiakavita #odiapoetry କଲମ_ପାଇଁ #YourQuoteAndMine Collaborating with Dharitri Panigrahi