ରାକ୍ଷୀ ଟିଏ ଭାଇ ଭଉଣୀର ପ୍ରେମ ବନ୍ଧନ ର ଏକ ସୁଦୃଢ ଡୋରି ଟିଏ, ବନ୍ଧନ ସେ ପ୍ରେମର ମାନ ସମ୍ମାନର ପ୍ରିତୀ ଭରା ଗୀତ ଟିଏ ରାକ୍ଷୀ ଟିଏ ମାନ ଅଭିମାନ ମିଶା ସମ୍ପର୍କର ଗଣ୍ଠିଟିଏ ରାକ୍ଷୀ ଟିଏ ଭାଇ ଭଉଣୀର ପ୍ରେମ ବନ୍ଧନର ସାକ୍ଷୀ ଟିଏ।।, #ରାକ୍ଷୀପୂର୍ଣ୍ଣିମା #aajkadin #aditya908 #shayaraadi #ସମ୍ପର୍କରସେତୁ