ଯେମିତି ଚାପ ପାଇ ପାଣି ଫୁଟିବା ଆଗରୁ ପରିବା ସିଝିଯାଏ ପ୍ରେସର୍ କୁକର୍ ରେ , ଠିକ୍ ସେମିତି ମାନସିକ ଚାପ ବଢିଲେ ମଣିଷ ପାକଳ ହେଇଯାଏ , ବୟସର ଢେର୍ ଆଗରୁ । #ଯାହା_ଯେମିତି_ସେମିତି #ପଲ୍ଲବୀ #yqbaba #yqbhaina