"ଇ ଜୁଗର୍ ଏନ୍ତା ଖବର୍,✍🏻 ଉଡ଼ି ବୁଲୁଛେ ଛିଟା।🤳 କେଭେ ଆସୁଛେ ଘୋର୍ ସଙ୍କଟ୍,🦹 କେଭେ ମିଲୁଛେ ମିଠା।🧁 ଦାନଵ୍ ଆଏ ଆଜିର୍ ମାନଵ୍, 😡 ମାଖିଛେ ରକତ୍ ଚିତା।👹 ପ୍ରଭୁର୍ ନାମ୍ ଡରେଃ ଡ଼କରା,🤒 ମନେଁ ପଏସାର୍ ଅଠା।"🤑 #eraquotes #lifequotes #money #humanity #odiaquotes #people #yqsambalpuri #reality