-:ହାୟ ମୋର ରାତି:- ସମ୍ପୂର୍ଣ୍ଣ କବିତା...... ହାୟ ମୋର ରାତି *************** ଶାନ୍ତ କେଉଁ ଏକ ନିଦ୍ରିତ ସହରେ ଅଶାନ୍ତ ତୋଫାନ ଆସେ ଥରେ ଥରେ, ଅବିରତ ଅଶ୍ରୁ ବିରତି ଦିଏନା ଲୁହ ଢ଼ୋକି ହସୁଥାଏ କାହାର ଭାବନା,