ଏଇ କାଳ ରାତିଠୁ କିଛି ସିକି ଯିବି ସକାଳ ହେଲେ ନିଜକୁ ଭୁଲିଯିବି ହଁ ମୁଁ ଚାଲିଯିବି ହଁ ମୁଁବି ଦିନେ ମରିଯିବି ହଁ ସବୁଦିନ ପାଇଁ ଶୋଇଯିବି... ହଁ ମୁଁ ଚାଲି ଯିବି। ହଁ ମୁଁ ବି ସବୁଦିନ ପାଇ ଚାଲିଯିବି ଏଇ ଦୁନିଆରୁ ଦିନେ ହଜିଯିବି ହଁ ମୁଁ ପ୍ରଭୁଙ୍କ ଦର୍ଶନ ପାଇ ଯିବି ମୁଁ ବି ଭବ ସଂସାରୁ ମୁକ୍ତି ପାଇଁ ଯିବି.. ହଁ ମୁଁ ବି ଚାଲି ଯିବି। ହଁ ମୁଁ ଯାହା କମାଇଛି ସବୁ ଏଠି ଛାଡ଼ି ଯିବି ହଁ ମୁଁ ବି କିଛି ପାଇ ଯିବି ହଁ ମୋ ପାପ ସବୁ ଭୋଗି ଯିବି ନିଷ୍କାମିହୋଇ.. ପୁନ୍ୟ ନେଇଯିବି... ହଁ ମୁଁ ବି ଚାଲିଯିବି । ହଁ ମୋତେବି ସବୁ ଭୁଲିଯିବେ ମୁଁ ବି ଭୁଲିଯିବି ଆଗକୁ ବଡିଯିବି ହଁ ମୁଁ ବି ପ୍ରେମରେ ହଜିଯିବି ନିଜକୁ ପାଇଯିବି... ହଁ ମୁଁ ବି ଚାଲି ଯିବି। #odiapoetry #odiakavita #kanhucharan