Nojoto: Largest Storytelling Platform

ଏଇ କାଳ ରାତିଠୁ କିଛି ସିକି ଯିବି ସକାଳ ହେଲେ ନିଜକୁ ଭୁଲି

ଏଇ କାଳ ରାତିଠୁ କିଛି ସିକି ଯିବି
ସକାଳ ହେଲେ  ନିଜକୁ ଭୁଲିଯିବି ହଁ  ମୁଁ ଚାଲିଯିବି 
ହଁ ମୁଁବି ଦିନେ ମରିଯିବି ହଁ ସବୁଦିନ ପାଇଁ ଶୋଇଯିବି...
ହଁ ମୁଁ ଚାଲି ଯିବି।

ହଁ ମୁଁ ବି ସବୁଦିନ ପାଇ ଚାଲିଯିବି ଏଇ ଦୁନିଆରୁ ଦିନେ ହଜିଯିବି
ହଁ ମୁଁ ପ୍ରଭୁଙ୍କ ଦର୍ଶନ ପାଇ ଯିବି  ମୁଁ ବି ଭବ ସଂସାରୁ ମୁକ୍ତି ପାଇଁ ଯିବି..
ହଁ ମୁଁ ବି ଚାଲି ଯିବି।

ହଁ ମୁଁ ଯାହା କମାଇଛି ସବୁ ଏଠି ଛାଡ଼ି ଯିବି ହଁ ମୁଁ ବି କିଛି ପାଇ ଯିବି 
ହଁ ମୋ ପାପ ସବୁ ଭୋଗି ଯିବି ନିଷ୍କାମିହୋଇ.. ପୁନ୍ୟ ନେଇଯିବି... 
ହଁ ମୁଁ ବି ଚାଲିଯିବି ।

ହଁ ମୋତେବି ସବୁ ଭୁଲିଯିବେ  ମୁଁ ବି ଭୁଲିଯିବି ଆଗକୁ ବଡିଯିବି
ହଁ ମୁଁ ବି ପ୍ରେମରେ ହଜିଯିବି  ନିଜକୁ ପାଇଯିବି...
ହଁ ମୁଁ ବି ଚାଲି ଯିବି।
  #odiapoetry #odiakavita #kanhucharan

rajpradhan9990

Rajpradhan

New Creator