ବୈଶାଖ ଏବେ କାହିଁ କେତେ ଦୁରେ ହେଲେ ଏ ବୈଶାଖୀ ମୋ ଛାତିକୁ ନିତି ଜାଳେ। କା'ଆଗେ କହିବି ମୋ ହୃଦର ଅସହ୍ୟ ବେଦନା ଯନ୍ତ୍ରଣାରେ ଛଟପଟ ସେ ଯେ ଏବେ ଖାଲି ଶ୍ରାବଣ କୁ ଝୁରେ। #ଓଡ଼ିଆକବିତା #ଯନ୍ତ୍ରଣା #yqodia #yqbhaina #munodia #pinta_quote