କାଶତଣ୍ଡୀ ଯିବା ଦିନ କହି ଯାଇଥିଲା ମନ ଉଣା ନ କରି ମଧୁମୟ ବସନ୍ତ କୁ ଅପେକ୍ଷା କରିବାକୁ ଜହ୍ନର ଜୋଛନା ବୁକୁରେ ଶୀତ କୁ ଅନୁଭବ କରିବାର ଅନୁଭୂତି ଆଜି ସ୍ମୃତି ପାଲଟିଗଲା #yqbhaina #yqodia #muodia #ତୁମବିନା #ଶୀତ #ପ୍ରେମ #odiawritings #odiapoetry YourQuoteAndMine Collaborating with Dharitri Panigrahi