ଜନ୍ମ ୯ ଅକ୍ଟୋବର ୧୮୮୭, ସୁଆଣ୍ଡୋ ଗ୍ରାମ ପୁରୀ ରେ। ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ଆଉ ଆମ ଆଦର୍ଶ। ୨୦ ଦଶକର ମଣିଷ ଥିଲେ ସିଏ। କହିଥିଲେ, "ମିଶୁ ମୋର ଦେହ ଏ ଦେଶ ମାଟିରେ" ଆଉ ଆମ ମାନଙ୍କ ପାଇଁ ମିଶି ବି ଗଲେ। ଦୁଃଖ ଖାଲି ଏତିକି, ଉତ୍କଳର ମଣିଙ୍କୁ ଆମେ ଆଜି ଭୁଲିଗଲେ। ପୁଣ୍ୟାତ୍ମା ଙ୍କ ଜନ୍ମତିଥିରେ କୋଟି ପ୍ରଣାମ 🙏 #ପଣ୍ଡିତଗୋପବନ୍ଧୁଦାସ #ଉତ୍କଳମଣି #ଓଡ଼ିଶାରଗୌରବ #yqodia #yqbhaina #yqpast