॥କହେଲେଁ ବଲ୍-ବ କହ୍-ଲା॥ ହସୁ ଥାଏ ଗାଁ ଆଉ ତାର୍ ସଙ୍ଗେ ଦିନେ ହାମେ ଇଛେନ୍ ଜେନ ଦେଖ୍-ବ ଲୁକେ ଜିଁବାର ଲାଗି ଠେଲା ପିଲା। କହେଲେଁ ବଲ୍-ବ କହ୍-ଲା। ଛେତ୍-କା ହେଇ ପଡ଼ି ଥିସନ୍ ଯୁଆନ୍ ମଲା ଶରୀର୍ ବୁଢ଼ା ମାନେ ଜପ୍ ସନ୍ତ୍ ମରଣ୍ ର ମାଲା କହେଲେଁ ବଲ୍-ବ କହ୍-ଲା। କେନ ଆଉ ଅଛେ ସୁଖ୍ ବଏଲ୍ କରି ଗୁଟେ ଜନ୍ତୁ ସବୁନେ ତ ଦରଦ୍ ର ଜ୍ୱାଲା କହେଲେଁ ବଲ୍-ବ କହ୍-ଲା। ଆଜି ରିସ୍-ମି ଯାଇଛେ କିସ୍ ମତ୍ ସଭିଙ୍କର୍ ହାମେ ଦୁଷି କି ସେ ଉପର୍ ବାଲା କହେଲେଁ ବଲ୍-ବ କହ୍-ଲା। ॥କହେଲେଁ ବଲ୍-ବ କହ୍-ଲା॥ ହସୁ ଥାଏ ଗାଁ ଆଉ ତାର୍ ସଙ୍ଗେ ଦିନେ ହାମେ ଇଛେନ୍ ଜେନ ଦେଖ୍-ବ ଲୁକେ ଜିଁବାର ଲାଗି ଠେଲା ପିଲା। କହେଲେଁ ବଲ୍-ବ କହ୍-ଲା। ଛେତ୍-କା ହେଇ ପଡ଼ି ଥିସନ୍ ଯୁଆନ୍ ମଲା ଶରୀର୍ ବୁଢ଼ା ମାନେ ଜପ୍ ସନ୍ତ୍ ମରଣ୍ ର ମାଲା