ଲିପିମା ର ଶେଷ ଛନ୍ଦ ରେ ଲେଖିବା ଆରମ୍ଭି ଥିଲି ଲଳନା କୁମାରୀ ର ଲିଖିତ ଅଭିମାନ ସବୁ। ଲୋଚା କାଗଜ କୁ ସଳଖି ଲେଖିଥିଲି ଅନେକ ଅଭୁଲା ଦାଗ ର ଲୁଚକାଳି କବିତା ତମେ ଦୁରରୁ ଦେଖିଲ ହସିଲ ଆଉ ପ୍ରତ୍ୟୁତ୍ତରରୁ ପ୍ରତିକ୍ଷା ର ସ୍ୱର୍ଣ୍ଣ ଲିପି ଲମ୍ବେଇଲ। ଦିନେ ତୁମେହିଁ ତ ଲେଖି ଥିଲ ଶବ୍ଦରେ ! #yqbhaina #yqodia #muodia odiapoetry #ଏଣୁତେଣୁକଥା #odiakavita #odiawritings #odiaquotes #YourQuoteAndMine Collaborating with Dharitri Panigrahi