ହେ! ଭାବନା ସିକ୍ତା ଶ୍ରାବଣୀ ମୋର ପ୍ରଶ୍ନ ରୁ ପୂର୍ଣ୍ଣଛେଦ ଭିତରେ ମୁଁ ଆଜି ଛନ୍ଦି ଯାଉଥିବା କମା ଟିଏ। ତମକୁ ହରାଇବା ର ଅନଳ ରୁ ବର୍ତ୍ତିବା ପାଇଁ ମୁଁ ଆଜି ଛଳନା ଡାଳେ ମଧୁମକ୍ଷି ର ବସା ବାନ୍ଧିଛି ପରା #yqbhaina #ଏଣୁତେଣୁକଥା #muodia #odiawritings #odiaquotes #odiapoetry #odiakavita #YourQuoteAndMine Collaborating with Dharitri Panigrahi