କଲମର ବାଚାଳତାରେ ତୁମେ କାଗଜର ଚପଳତାରେ ତୁମେ ଅଧା ରାତିରେ ମନରେ ଉଙ୍କେ ଯେଉଁ ଭାବନାର ମାଦକତାରେ ତୁମେ ଖୁସିର ଆଳାପ ରେ ତୁମେ ଦୁଃଖ ର ବିଳାପରେ ବି ତୁମେ କବିର ହୃଦୟ ଓ ଗାଳ୍ପିକ ର ସବୁ ସମୟରେ ତୁମେ ତୁମେ ଆସିଲ ଯେବେ ଠାରୁ ଜୀବନରେ ଲାଗିଗଲା ଆହୁରି ଅନେକ ପକ୍ଷ ଭାବନାର ଡେଣା ରେ ଆଜି ତୁମ ଜନ୍ମଦିନ ରେ ଏତିକି ହିଁ କାମନା ତୁମେ ରହିଥାଅ ଏମିତି ଆମ ଭାବନାର ଅଭିବ୍ୟକ୍ତିରେ ଜନ୍ମଦିନର ଅନେକ ଅଭିନନ୍ଦନ YourQuote! ଆଜି YourQuote ର ଦ୍ଵିତୀୟ ଜନ୍ମ ବାର୍ଷିକ ରେ ଲେଖନ୍ତୁ ନିଜର YourQuote ଯାତ୍ରାର ଅନୁଭବ। ଆମକୁ ଜଣାନ୍ତୁ ଆପଣ YQ app ବିଷୟରେ କେମିତି ଜାଣିଲେ, କେମିତି ଲେଖିବା ଆରମ୍ଭ କଲେ। ଲେଖନ୍ତୁ ଆପଣଙ୍କ YQ କାହାଣୀ। ଆପଣ କବିତା କିମ୍ବା କାହାଣୀ ବି ଲେଖିପାରିବେ। ଆନ୍ତରିକ ଶୁଭେଚ୍ଛା