ଖୁସିରେ ହେଉ ଅବା ଦୁଃଖରେ ହେଉ, ସବୁ କ୍ଷେତ୍ରରେ ଆଖି ପ୍ରଥମେ ତାକୁ ହିଁ ଖୋଜେ ଆଉ ମନ ବି ତାକୁ ହିଁ ପାଖରେ ଚାହେଁ। ସେ ମଣିଷଟି ମାଆ ଛଡ଼ା ଆଉ କେହି ନୁହେଁ। #ଲିପ୍ସିତ #ମାଆପାଇଁପଦେ ©Dev #gaon