ଦେଖି ଦେଲେ ଯେବେ ତୁମର ସେ ଚୋରା ଚାହାଣି । ଭାବି ବସୁ ଥାଏ ଅନେକ କାହାଣୀ ଶୋଇବାକୁ ଯାଇ ତୁମ କଥା ଭାବୁଛି । ଆଖି ବନ୍ଧ କଲେ ସ୍ୱପ୍ନରେ ଯେ ପାଉଛି । ଆଖିର କଥାକୁ ଓଠେ କହିବାକୁ । ତୁମ ସହ ସାରା ଜୀବନ ଜିଇଁ ବାକୁ । ମନେ ଭାବିଛି ହେଲେ କହି ପାରୁ ନାହିଁ । ତୁମର ସେ ଚରା ଚାହାଣୀ ଚାହିଁ । #Odiaquote #RajeshNisika