(ବୋଉ ର ରାଗ) ମୁଁ:- ବୋଉ ମୋ ଘଣ୍ଟା ଟା କୁଆଡେ଼ ଗଲା ପାଉନି, ଟିକେ ଦେଲୁ ଆସିକି ।🙄 ବୋଉ:- ସେଇ ଆଲଣା ପାଖ ଟେବୁଲ୍ ଉପରେ ଥିଲା ସେଇଠି ଦେଖେ ଟିକେ, ମୁଁ ପରିବା କାଟୁଛି। 🙂 ମୁଁ:- କାଇଁ କୋଉଠି ପାଉନି ବୋଉ, ତୁ ଆସୁନୁ ଟିକେ।😣 ବୋଉ:- ଯଦି ମୁଁ ଏଠୁ ଉଠିକି ଗଲି ଆଉ ସେଇଠି ମୋତେ ଘଣ୍ଟା ମିଳେ, ତା ହେଲେ ତୋର ମୋର କଥାବାର୍ତ୍ତା। 👿 ମୁଁ:- ନା ଥାଉ ତୁ ଆସେନା, ମୁଁ ଦେଖୁଛି। 😛 That cuteness overloaded red face of ବୋଉ at that moment is truly priceless. ❤️❤️ #yqbhaina #yqodia #muodia #yqrinku #rinku #rinkuodia #ବୋଉ