କେଉଁ ଏକ ଅଜଣା ଆତତାୟୀ ର ଅନାହତ ଚିତ୍କାର ଆଜି ସ୍ୟାହି ର ସମାଜରେ ସମ୍ପର୍କର ମାଦକତା ଭରିଦେଇଛି। ଲୁହର ଲବଣ ଆଜି ଶିଠୁଆ ପୟରେ ତାଳସାରି ବେଳାଭୂମି ର ଜୁଆର ସାଜି ଗଲାଣି। ସମୟ ର ଚକ୍ରବ୍ୟୁହ ରେ ଅନେକ ଅଭିମନ୍ୟୁ ଆଜି ନିରସ୍ତ୍ର। ଭାବନା ର ଗୀତଗୋବିନ୍ଦ ରେ ଅନେକ ଜୟଦେବ ଆଜି ସଂଜ୍ଞାହୀନ। ଯେମିତି ମୁଁ ତମେ ଆଉ ତମ ର ଶେଷ ପ୍ରହାର ମୋତେ ହରେଇବାର ମାନସିକତା ରେ ଆଜି ତମେ ସବୁ ଦିନ ପାଇଁ ହାରିଗଲ। କେଉଁ ଏକ ଅଜଣା ଆତତାୟୀ ର ଅନାହତ ଚିତ୍କାର ଆଜି ସ୍ୟାହି ର ସମାଜରେ ସମ୍ପର୍କର ମାଦକତା ଭରିଦେଇଛି। ଲୁହର ଲବଣ ଆଜି ଶିଠୁଆ ପୟରେ ତାଳସାରି ବେଳାଭୂମି ର ଜୁଆର ସାଜି ଗଲାଣି। ସମୟ ର ଚକ୍ରବ୍ୟୁହ ରେ ଅନେକ ଅଭିମନ୍ୟୁ ଆଜି ନିରସ୍ତ୍ର। ଭାବନା ର ଗୀତଗୋବିନ୍ଦ ରେ ଅନେକ ଜୟଦେବ ଆଜି ସଂଜ୍ଞାହୀନ। ଯେମିତି ମୁଁ ତମେ ଆଉ ତମ ର ଶେଷ ପ୍ରହାର।