Nojoto: Largest Storytelling Platform

କେଉଁ ଏକ ଅଜଣା ଆତତାୟୀ ର ଅନାହତ ଚିତ୍କାର ଆଜି ସ୍ୟାହି ର

କେଉଁ ଏକ ଅଜଣା ଆତତାୟୀ
 ର ଅନାହତ ଚିତ୍କାର ଆଜି ସ୍ୟାହି
 ର ସମାଜରେ ସମ୍ପର୍କର ମାଦକତା
 ଭରିଦେଇଛି। ଲୁହର ଲବଣ ଆଜି 
ଶିଠୁଆ ପୟରେ ତାଳସାରି ବେଳାଭୂମି 
ର ଜୁଆର ସାଜି ଗଲାଣି।
ସମୟ ର ଚକ୍ରବ୍ୟୁହ ରେ 
ଅନେକ ଅଭିମନ୍ୟୁ 
ଆଜି ନିରସ୍ତ୍ର। ଭାବନା ର ଗୀତଗୋବିନ୍ଦ ରେ 
ଅନେକ ଜୟଦେବ ଆଜି ସଂଜ୍ଞାହୀନ।
ଯେମିତି ମୁଁ ତମେ ଆଉ ତମ ର ଶେଷ ପ୍ରହାର ମୋତେ ହରେଇବାର ମାନସିକତା ରେ ଆଜି ତମେ ସବୁ ଦିନ ପାଇଁ ହାରିଗଲ।

କେଉଁ ଏକ ଅଜଣା ଆତତାୟୀ ର ଅନାହତ ଚିତ୍କାର ଆଜି ସ୍ୟାହି ର ସମାଜରେ ସମ୍ପର୍କର ମାଦକତା ଭରିଦେଇଛି। 
ଲୁହର ଲବଣ ଆଜି ଶିଠୁଆ ପୟରେ ତାଳସାରି ବେଳାଭୂମି ର ଜୁଆର ସାଜି ଗଲାଣି।
ସମୟ ର ଚକ୍ରବ୍ୟୁହ ରେ ଅନେକ ଅଭିମନ୍ୟୁ ଆଜି ନିରସ୍ତ୍ର। 
ଭାବନା ର ଗୀତଗୋବିନ୍ଦ ରେ ଅନେକ ଜୟଦେବ ଆଜି ସଂଜ୍ଞାହୀନ।
ଯେମିତି ମୁଁ ତମେ ଆଉ ତମ ର ଶେଷ ପ୍ରହାର।