ଜୀବନ ଏଇ ତେଢ଼ା ରାସ୍ତାରେ ଇଛା ହୁଏ, ଆଉ ନ ଚାଲି ରହି ଯିବି କିଛି କ୍ଷଣ, କିନ୍ତୁ ଜୀବନ ଯାତ୍ରାର ଶେଷ ପାଇଁ ତ ଚାଲିବାକୁ ହେବ ଏ କଣ୍ଟକିତ ଦୁର୍ଗମ ପଥ, ବାର ବାର ଆଘାତ ରେ ରକ୍ତାକ୍ତ ଏ ମନ ଓ ହୃଦୟ ମୋ, ତଥାପି ଚାଲିଛି ଏକାକୀ ମୁଁ, ଜାଣେନା କେବେ ଶେଷ ହେବ ଏ ପଥ ! ଜୀବନ ଏଇ ତେଢା ରାସ୍ତା ରେ....... #odiakavita #yourquotedidi #yourquotebaba #odiawritings #yqbhaina #yqodia #jibana #mypen