ଏ ନିଆଁରା ପ୍ରକୃତି (ଶୀର୍ଷକରେ ପଢ଼ନ୍ତୁ) କେତେ ନିଆଁରା ଏ ପ୍ରକୃତି ଲୋକେ ଦେଉଛନ୍ତି ତାକୁ ନଷ୍ଟ କରି ବିକୃତିରେ ସଂଜ ସକାଳେ ଭାବେ ଲୋକେ କାହିଁ ଦିଅନ୍ତି ବଳି ସମସ୍ତ ଗଛ, ଲତା ଓ ପ୍ରାଣୀକୁ କଲ କାରଖାନା ଓ ଅପର୍ଟମେଂଟ କରିବାପାଇଁ କରୁଛନ୍ତି ଅଳି ଭଲପାଏ ମୁଁ ଏ ନିଆଁରା ପ୍ରକୃତିକୁ।(X2) କେତେ ବରଷେ କାଳେ ଥିଲା ଏ ପ୍ରକୃତି ଜୀବନ