୧- ନିଜ time pass ପାଇଁ ମୋତେ msg କରିବା ଦରକାର ନାହିଁ। ୨- ମିଛ sympathy କାହାର ମୋତେ ଦରକାର ନାହିଁ। ୩- ଏକୁଟିଆ ବହୁତ୍ ଖୁସି ଅଛି,କାହାର Presence ମୋର ଦରକାର୍ ନାହିଁ। ୪- ପଛରେ ଗପି ଆଗରେ ଭଲେଇ ହବା ଲୋକ ମୋର ଦରକାର ନାହିଁ। ୫- ନିଜ matlab ପାଇଁ relation ରଖୁଥିବା ଲୋକ ମୋର ଦରକାର ନାହିଁ। ୬- ଦୁଇ ମୁଣ୍ଡିଆ ଲୋକ ମୋ ପାଖକୁ ଆସିବା ଦରକାର ନାହିଁ। ୭- fake expectation ଆଉ ବିଶ୍ୱାସ ଦେଇ ପରେ hurt କରିବା ଲୋକ ମୋର ଦରକାର ନାହିଁ। ୮- ବାସି ବାଳ. ରେ ଫରକ୍ ପଡେନି so ତୁମେ ego, ଆଉ attitude ଦେଖେଇବା ଦରକାର ନାହିଁ। ୯- g...ମରା ଲୋକ ମୋର ଦରକାର ନାହିଁ। #justforfun #ଓଡ଼ିଆମନକଥା #thought2quote